କ୍ଲାଇମେଟ ଚାମ୍ପିଅନ ବିଳାସିନୀ ମଲ୍ଲିକଙ୍କ ପ୍ରୟାସ ସଫଳ ହୋଇଛି । ରାସାୟନିକ ସାରକୁ ବାଏ ବାଏ କରି ଜୈବିକ ପଦ୍ଧତିରେ କୃଷି କରୁଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରି ଚାଷୀ ।