ବିରୂପା ନଦୀରେ ବନ୍ୟା ଆସିବା ଭୟରେ ବେଣୀପୁରବାସୀ, ଆଶ୍ରୟସ୍ଥଳୀ ଦାବି ପରେବି ଶୁଣିଲାନି ପ୍ରଶାସନ
2025-07-17 11 Dailymotion
5ବର୍ଷ ତଳେ ନଦୀରେ ବନ୍ୟା ଆସିଥିବା ବେଳେ ଭାଙ୍ଗିଥିଲା ଘର ଭାସିଯାଇଥିଲେ ଗାଇଗୋରୁ । ବନ୍ୟା ଘରେରେ ରାତି କାଟିଥିଲେ ଲୋକେ । ଏବେ ବି ସମାନ ସ୍ଥିତି ଉପୁଯିବା ନେଇ ଆଶଙ୍କା ।