ନିଃସ୍ବାର୍ଥପର ସେବାର ଉଦାହରଣ ସମ୍ବଲପୁରର ବିପିନ ବିହାରୀ ପଣ୍ଡା । ରାସ୍ତାରେ ବୁଲୁଥିବା ମାନସିକ ଭିନ୍ନକ୍ଷମଙ୍କୁ ଉଦ୍ଧାର କରି ପହଞ୍ଚାନ୍ତି ଠିକଣା ସ୍ଥାନରେ ।