12 ଘଣ୍ଟିଆ ଓଡିଶା ବନ୍ଦରେ ଠପ୍ ହୋଇଗଲା ସାରା ରାଜ୍ୟ । ସାଧାରଣ ଜନତା ନାହିଁନଥିବା ଦୁର୍ଦ୍ଦଶା ଭୋଗିଲେ । ଦେଖନ୍ତୁ କେଉଁଠି ପଡିଲା ବନ୍ଦର କଣ ପ୍ରଭାବ ।