ବାଲେଶ୍ୱର ପରେ ସମ୍ବଲପୁର; ବିବାହ ପ୍ରତିଶୃତି ଦେଇ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ରସିକିଆ ଅଧ୍ୟାପକ ଗିରଫ
2025-07-17 20 Dailymotion
ପୀଡିତା ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଅଧ୍ୟାପକ ଜଣକ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଓ ପରେ ବିବାହ ପାଇଁ ମନା କରିଥିଲେ l