ରାଜ୍ୟରେ ଜାରି ରହିଛି ମୌସୁମୀ ପ୍ରବାହ । ଆସନ୍ତାକାଲିଠୁ ଆସନ୍ତା 5 ଦିନ ପାଇଁ ବଢିବ ବର୍ଷାର ପରିମାଣ । ସତର୍କ କଲା ପାଣିପାଗ ବିଭାଗ ।