ପୁଣି ଓଡ଼ିଶାରେ ଚାଞ୍ଚଲ୍ୟ: 15 ବର୍ଷୀୟା ନାବାଳିକାକୁ ଜାଳିଦେଲେ ଦୁର୍ବୃତ୍ତ, ଏମ୍ସରେ ଚିକିତ୍ସା, ତେଜିଲା ରାଜନୀତି
2025-07-19 2 Dailymotion
ଭୁବନେଶ୍ବର ଏମ୍ସ ବର୍ଣ୍ଣ ୟୁନିଟରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଚାଲିଛି ପୀଡିତାଙ୍କ ଚିକିତ୍ସା । ଘଟଣାସ୍ଥଳରେ ଫୋରେନସିକ୍ ଟିମ୍ ଓ ସନ୍ଧାନୀ କୁକୁର ଯାଞ୍ଚ କରିଛନ୍ତି ।