ମୋହନ ସରକାରଙ୍କ ବଡ଼ ଘୋଷଣା; ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା କବଚ ସାଜିବ ‘ଶକ୍ତିଶ୍ରୀ’
2025-07-19 2 Dailymotion
ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ଶକ୍ତିଶ୍ରୀ' । 16ଟି ବିଶ୍ୱବିଦ୍ୟାଳୟ ଅଧୀନ 730 କଲେଜରେ ହେବ କାର୍ଯ୍ୟକ୍ରମ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।