Surprise Me!

କେନ୍ଦ୍ରାପଡାରେ ବନ୍ୟା ବିଭୀଷିକା: କାନ୍ଦି କାନ୍ଦି କହିଲେ ବିପନ୍ନ "ଚୁଡା ମୁଠାଏ ଖାଇ ପଡି ରହିଛୁ "

2025-07-20 2 Dailymotion

ବ୍ରାହ୍ମଣୀ ନଦୀ ବନ୍ୟାରେ ଉବୁଟୁବୁ କେନ୍ଦ୍ରାପଡା । ଲକ୍ଷାଧିକ ଲୋକ ଜଳବନ୍ଦୀ , ରିଲିଫକୁ ଚାହିଁ ବସିଛନ୍ତି ଅସହାୟ ଲୋକ । ହେଲେ ପ୍ରଶାସନିକ ସୁବିଧା ଏଠି ଏବେ ବିି ଅପହଞ୍ଚ ।

Buy Now on CodeCanyon