ଆଜି ଶ୍ରାବଣ ମାସର ଦ୍ଵିତୀୟ ସୋମବାର । ଶିବ ମନ୍ଦିରରେ ଲାଗିଛି କାଉଡିଆଙ୍କ ଭିଡ । ଧୂପ, ଚନ୍ଦନ, ଅଗୁରୁ ବାସ୍ନା ସାଙ୍ଗକୁ ହର ହରମହାଦେବ ଧ୍ୱନିରେ କମ୍ପି ଉଠୁଛି ଶୈବ ପୀଠ ।