ରିୟଲ ଲାଇଫର ଗୁଲସନ ଆରୋରା । ବୌଦ୍ଧିକ ଅକ୍ଷମଙ୍କୁ କରୁଛନ୍ତି ସକ୍ଷମ । ଓଡ଼ିଶାର ଇଣ୍ଟେଲେକଚୁଆଲ ଡିସେବିଲିଟି ପ୍ରଶିକ୍ଷିକ ଅର୍ପିତା ମହାପାତ୍ରଙ୍କୁ ନେଇ ସ୍ବତନ୍ତ୍ର ଉପସ୍ଥାପନା ।