ରାଜ୍ୟରେ ଆତଙ୍କ ଖେଳାଉଛି ବାର୍ଡ଼ ଫ୍ଲୁ । ଚାଷୀ କିପରି ସହାୟତା ପାଇବେ ଏଥିପାଇଁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।