ଓଡ଼ିଶାର ମହିଳା ସାଇକ୍ଳିଷ୍ଟ ଭାବରେ ପ୍ରଥମ ଅର୍ଜୁନ ପୁରସ୍କାର ପାଇଥିଲେ ମିନତି ମହାପାତ୍ର । ଇଟିଭି ଭାରତକୁ କହିଲେ ନିଜ ସଂଘର୍ଷ ଓ ଅନୁଭୂତିର କଥା ।