ଭକ୍ତଙ୍କ ଅନାସ୍ଥା ଗୁଗଲି ନେଇ ରାଜନୀତି ତେଜ, କଂଗ୍ରେସକୁ ବିଜେଡିର ଜବାବ, ସତର୍କ କରାଇଲା ବିଜେପି
2025-07-26 8 Dailymotion
ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଅନାସ୍ଥା ପ୍ରସ୍ତାବ ପରେ ବିଜେଡି ଓ ବିଜେପିର ପ୍ରତିକ୍ରିୟା । ଜାଣନ୍ତୁ ବିଧାନସଭାରେ କେତେ ଥର ଆସିଛି ନୋ କନଫିଡେନ୍ସ ମୋସନ ?