Surprise Me!

କଟକରେ ବେଆଇନ ବନ୍ଧୁକ କାରବାର, 6 ଜଣଙ୍କୁ ବାନ୍ଧିଲା ପୋଲିସ

2025-07-26 11 Dailymotion

ପାର୍ବଣ ପୂର୍ବରୁ କମିଶନରେଟ ପୋଲିସକୁ ବଡ଼ ସଫଳତା । 6 ବେଆଇନ ବନ୍ଧୁକ ବ୍ୟବସାୟୀଙ୍କୁ ବାନ୍ଧିଲା ପୋଲିସ । 5 ବନ୍ଧୁକ, 13 ଜୀବନ୍ତ ଗୁଳି ଜବତ ।

Buy Now on CodeCanyon