ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । କେଉଁ ଦିନ ଓ କେଉଁ ସମୟରେ ଲାଗି ହେବ ନବାନ୍ନ ।