କଟକର ମାଛ ବେପାରୀ କ୍ରୀଡା ପ୍ରଶିକ୍ଷକ । ମାଗଣାରେ ଦେଉଛନ୍ତି କ୍ରୀଡା ପ୍ରଶିକ୍ଷଣ । ସ୍ବପ୍ନ ଭାଙ୍ଗୁଥିବା ମଣିଷଙ୍କ ପାଇଁ ଉଦାହରଣ ସ୍ବପ୍ନେଶ୍ବର ଦାସ ।