Surprise Me!

ଦାମ୍ପତ୍ୟ କଳିର କରୁଣ ପରିଣତି; ୨ ବର୍ଷର ପୁଅକୁ ଧରି ଜୀବନ ହାରିଲେ ବାପା

2025-07-27 3 Dailymotion

ତିନିଦିନ ତଳ ଘରକୁ ଆସିଥିଲେ ପୁଅବୋହୂ । ସାଙ୍ଗରେ ଦୁଇ ବର୍ଷର ନାତି । ହେଲେ ଖୁସି ବେଶୀ ଦିନର ନଥିଲା । ଏବେ ଘରନୁହେଁ, ପୁରା ଗାଁ କାନ୍ଦବୋବାଳିରେ ଫାଟି ପଡୁଛି ।

Buy Now on CodeCanyon