ବାଲେଶ୍ୱରର ସମ୍ଭାବ୍ୟ ବନ୍ୟା ଅଞ୍ଚଳର ଲୋକେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର । ଜଗିଛି ପ୍ରଶାସନ । ଫାୟାର ଟିମ ନିୟୋଜିତ ଅଛି ।