ଶୀତଳ ଭଣ୍ଡାରରେ ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପ; ଭାଙ୍ଗି ଯିବ କି ସ୍ୱପ୍ନ ?
2025-07-28 1 Dailymotion
DMRC ଆନୁଷ୍ଠାନିକ ଭାବରେ ସିଗାଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ରଞ୍ଜିତ ବିଲ୍ଡକନ୍ ସହିତ ଚୁକ୍ତିନାମା ସମାପ୍ତ କରିଛି। ଏହା ପରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି ।