ସଂକୀର୍ତ୍ତନ ଜରିଆରେ ସଚେତନତା, ବନାଗ୍ନି ରୋକୁଛନ୍ତି ଜଙ୍ଗଲ ରାଣୀ ପ୍ରମିଳା, ପ୍ରଶଂସାରେ ପୋତିଲେ ପ୍ରଧାନମନ୍ତ୍ରୀ
2025-07-28 268 Dailymotion
ପ୍ରମିଳା ପ୍ରଧାନଙ୍କ ସଂକୀର୍ତ୍ତନ ମଣ୍ଡଳୀର ସଚେତନତାରୁ ଅଟେଇ ଜଙ୍ଗଲରେ କମିଛି ଅଗ୍ନିକାଣ୍ଡ । 2023ରେ 288 ସ୍ଥାନରେ ନିଆଁ ଲାଗିଥିବା ବେଳେ, 2025ରେ 26କୁ ହ୍ରାସ ପାଇଛି ।