ବୈତରଣୀ ଓ ଜଳକା ନଦୀରେ ବନ୍ୟା ଆସିଛି । ଉତ୍ତର ଓଡିଶାର ସମସ୍ତ ଜିଲ୍ଲା ପ୍ରଭାବିତ । ମୁଖ୍ୟମନ୍ତ୍ରୀ କରିପାରନ୍ତି ଆକାଶ ମାର୍ଗରୁ ପରିଦର୍ଶନ ।