23 ବର୍ଷୀୟା ସବିହା ସୁମ୍ବୁଲଙ୍କ ସେବା ମନବୃତ୍ତି । ପ୍ରତିଦିନ 50 ବୁଲା ପଶୁପକ୍ଷୀଙ୍କ ମୁହଁରେ ଦିଅନ୍ତି ଆହାର । ମାସକୁ ଖର୍ଚ୍ଚ ହୁଏ 9 ହଜାର ଟଙ୍କା ।