ଘରେ ବସି ଜମି କିଣାବିକା ପ୍ରକ୍ରିୟା , BDA ଆଣିଲା UAN ଏବଂ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା
2025-08-02 7 Dailymotion
ଜମିଜମା କିଣାବିକାରୁ ବ୍ୟାଙ୍କ ଋଣ ପର୍ଯ୍ୟନ୍ତ ଆଉ ଦୌଡ଼ିବାକୁ ପଡ଼ିବନି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (BDA) କାର୍ଯ୍ୟାଳୟ । UAN ମାଧ୍ୟମରେ ଅନଲାଇନରେ କରିପାରିବେ ସମସ୍ତ କାର୍ଯ୍ୟ ।