ପାଠପଢ଼ା ଏବଂ ଚାକିରି ପାଇଁ ପ୍ରସ୍ତୁତି ସାଙ୍ଗକୁ ଆତ୍ମନିର୍ଭରଶୀଳ ହେବା ଦିଗରେ ପ୍ରୟାସ । 3 ବର୍ଷ ହେଲା ରାକ୍ଷୀ ତିଆରି କରି ଦୁଇ ବାନ୍ଧବୀ ହୋଇଛନ୍ତି ରୋଜଗାରକ୍ଷମ ।