1971 ଏବଂ 1999 ମହାବାତ୍ୟାରେ ସମୁଦ୍ରର ଆଁରେ ଲୀନ ହୋଇ ଯାଇଥିଲା ସାତଭାୟାର 7 ଗାଁ । ଦୁଇ ଦୁଇଟି ମହାବିତ୍ତକୁ ମନେ ପକାଇଲା ଓଡ଼ିଆ ଫିଲ୍ମ 'ଦ ସି ଆଣ୍ଡ ସେଭନ୍ ଭିଲେଜେସ୍'।