କାରଖାନା ହେଲେ ଚାଷ ଜମି ନଷ୍ଟ ହେବା ସହ ବାୟୁ ଓ ଜଳ ପ୍ରଦୂଷଣ ଯୋଗୁଁ ଅଞ୍ଚଳର ପରିବେଶ ପ୍ରଦୂଷିତ ହେବ l ତେଣୁ କାରଖାନା ନକରାଯାଉ ବୋଲି ଲୋକଙ୍କ ଦାବି l