Surprise Me!

ରାସ୍ତା ନା ମରଣଯନ୍ତା; ଦୁର୍ଦ୍ଦଶା ଭୋଗୁଛନ୍ତି ଆଶା ସାଗରପଡ଼ା ବାସିନ୍ଦା

2025-08-07 16 Dailymotion

ରାସ୍ତା ସମସ୍ୟାକୁ ନେଇ ଭବାନୀପାଟଣା ପୌରପରିଷଦ ୱାର୍ଡ ନମ୍ବର ୭ରେ ତେଜୁଛି ଜନ ଅସନ୍ତୋଷ । ଆଣ୍ଠୁଏ କାଦୁଆ ରାସ୍ତାରେ ଯାତାୟତ କରୁଛନ୍ତି ଲୋକେ, ପ୍ରତିଶ୍ରୁତି ଦେଇ ଚୁପ୍ ବସିଛି ପ୍ରଶାସନ ।

Buy Now on CodeCanyon