ମ଼ୃତ୍ୟୁର କୋଳରେ ହସୁଥିଲେ କୁନ୍ତଳା; ତିନି ଜଣଙ୍କୁ ଜୀବନ ଦେଇ ଚାଲିଗଲେ, ମିଳିଲା ଗାର୍ଡ ଅଫ ଅନର
2025-08-08 13 Dailymotion
ଅତର୍କିତ ଆସିଥିଲା ମୃତ୍ୟୁ । ଅକାଳରେ ଚାଲିଗଲା କୁନ୍ତଳାଙ୍କ ଜୀବନ । ମା'ବିନା ଅସହାୟ ହୋଇ ପଡିଥିଲେ ଦୁଇପୁଅ । ହେଲେ ଆଜି ତିନି ଜଣଙ୍କ ପାଖରେ ମା'ଙ୍କ ଉପସ୍ଥିତି ଅନୁଭବ କରିପାରୁଛନ୍ତି ।