ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁଙ୍କୁ ହେପାଜତକୁ ନେଲା ପୋଲିସ ! ପୁରୁଷ ବନ୍ଧୁଙ୍କ ପରିବାରର ଅଭିଯୋଗ ଛାତ୍ରୀଙ୍କୁ ହତ୍ୟା କରିଛନ୍ତି ପରିବାର ଲୋକେ ।