ଆଜି କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ଜନ୍ମ ଦିନ । ସେପଟେ ରାକ୍ଷୀ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରୁ ଆସିଥିବା ପାଟରାକ୍ଷୀ ପିନ୍ଧିଲେ ବଡ଼ ଠାକୁର ।