ଭଞ୍ଜ ବିହାର ସମାବର୍ତ୍ତନ ଉତ୍ସବ; ବ୍ରହ୍ମପୁର ଅର୍ଥନୈତିକ ଓ ଜ୍ଞାନର ପେଣ୍ଠସ୍ଥଳ ହେଉ କହିଲେ ଧର୍ମେନ୍ଦ୍ର
2025-08-09 49 Dailymotion
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୫୨ ଜଣକୁ ପିଏଚ୍ଡି ଏବଂ ୪ ଜଣକୁ ଡିଲିଟ୍ ପ୍ରଦାନ ।