Surprise Me!

ପିସିସି ସଭାପତିଙ୍କ ବୟାନ; 'ଓଡ଼ିଶାରେ ବି ହୋଇଛି ଭୋଟ ଚୋରି', ଏଭଳି କହିଲେ BJP ଓ BJD

2025-08-10 10 Dailymotion

କଂଗ୍ରେସ ଅଭିଯୋଗ ଓଡ଼ିଶା ନିର୍ବାଚନ ସମୟରେ ବଡ ଧରଣର ଭୋଟ ଚୋରି । ବିଜେଡି କହିଲା ଆମ କାନ୍ଧରେ ଲାଉ ହୁଅନ୍ତୁ ନାହିଁ । ଜବାବ ରଖିଲା ବିଜେପି ।

Buy Now on CodeCanyon