ଗରିବ କଲ୍ୟାଣ ଓ ବିକାଶ ସମାବେଶ: 'ଗଞ୍ଜାମର ବିକାଶ ହେଲେ ଓଡିଶାର ବିକାଶ ହେବ'
2025-08-11 3 Dailymotion
ଛତ୍ରପୁରରେ ଆୟୋଜିତ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ ଗଞ୍ଜାମର କୁଶଳୀ ମାନବ ସମ୍ବଳକୁ ଉପଯୋଗ କରି ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହୋଇପାରିବ ।