Surprise Me!

ବିଶ୍ୱ ହାତୀ ଦିବସ: ଓଡ଼ିଶାରେ ବଢିଛି ହାତୀ ସଂଖ୍ୟା, ଗଜରାଜଙ୍କୁ ନେଇ କିଛି ଅଜଣା କଥା

2025-08-12 6 Dailymotion

ପ୍ରତିବର୍ଷ ଅଗଷ୍ଟ 12 ତାରିଖକୁ ବିଶ୍ୱ ହାତୀ ଦିବସ ଭାବରେ ପାଳନ କରାଯାଇଥାଏ । ଜଙ୍ଗଲରେ ଖାଦ୍ୟାଭାବ, ମଣିଷ- ହାତୀ ମୁହାଁମୁହିଁରେ ବଳି ପଡୁଛନ୍ତି ନୀରିହ ପ୍ରାଣୀ ।

Buy Now on CodeCanyon