ଦେଶପ୍ରେମରେ ‘ବନ୍ଦେ ମାତରମ’: ପୁଅ ଝିଅ ତ୍ରିରଙ୍ଗା-ଜୟହିନ୍ଦ, ପଥପ୍ରାନ୍ତ ନାଟକରେ ବାଣ୍ଟୁଛନ୍ତି ସଚେତନତା
2025-08-12 28 Dailymotion
ଜାତୀୟତା ଜାଗ୍ରତ କରିବାରେ ନିମଗ୍ନ ପୂରା ପରିବାର । 50 ବର୍ଷ ବୟସରେ 50 ହଜାର ପଥପ୍ରାନ୍ତ ନାଟକ କରି ଲୋକଙ୍କୁ ସଚେତନ କଲେଣି ପ୍ରହଲ୍ଲାଦ ନାୟକ ଓରଫ ବନ୍ଦେ ମାତରମ୍ ।