ବୁର୍ଲା ୟୁନିଭରସିଟି ଅଫ ଟେକନୋଲୋଜିରେ ପ୍ରଥମ ଥର ପାଇଁ ୟୁନିଫର୍ମ ଡ୍ରେସକୋର୍ଡ ଲାଗୁ କରାଯାଇଛି । କେବଳ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଛି ୟୁନିଫର୍ମ ।