ରାଜ୍ୟ ପାଇଁ ଗୌରବ ଆଣିଲେ ବିଧାୟକଙ୍କ ଝିଅ, UN ଯୁବଗୋଷ୍ଠୀ ପରମାଣୁ ନିରସ୍ତ୍ରୀକରଣର ସଦସ୍ୟ ଧୃତି ମୋକ୍ଷା
2025-08-15 20 Dailymotion
ଓଡି଼ଶାର ଏକମାତ୍ର ଛାତ୍ରୀ ଭାବେ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପାଇଁ ସେ ମନୋନୀତ ହୋଇଛନ୍ତି । ପାରଳାଖେମୁଣ୍ଡିର ବିଧାୟକ ରୂପେଶ ପାଣିଗ୍ରାହୀଙ୍କ 13 ବର୍ଷୀୟ ଧୃତି ମୋକ୍ଷା ପାଣିଗ୍ରାହୀ ।