ପୁରୀ ସମୁଦ୍ରରେ ସ୍ନାନ ବେଳେ ପର୍ଯ୍ୟଟକଙ୍କ ମୃତ୍ୟୁରେ ଲାଗୁନି ବ୍ରେକ । 4 ବର୍ଷରେ 1159 ଜଣ ବୁଡ଼ି ଯାଉଥିବା ବେଳେ, ଉଦ୍ଧାର କରିଛି ଲାଇଫ ଗାର୍ଡ ।