ଜନ୍ମାଷ୍ଟମୀ ପରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନନ୍ଦୋତ୍ସବ ନୀତି । ଜୟବିଜୟ ଦ୍ବାରରେ ମହାପ୍ରଭୁ ଦୋଳିରେ ଝୁଲୁଥିବା ବେଳେ ଅଗଣିତ ଭକ୍ତ ଦର୍ଶନ କରୁଛନ୍ତି ।