ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ନୂଆ ଯାତ୍ରା ପାର୍ଟି 'ନାଟ୍ୟ ମଣ୍ଡପ' ଆରମ୍ଭ କରିଛନ୍ତି । ଉଦଘାଟନ ସମାରୋହରେ ବଲିଉଡ ଅଭିନେତା ରାହୁୁଲ ରୟ ।