ବ୍ରହ୍ମପୁର MKCGରେ ଅଚାନକ ପହଞ୍ଚିଲେ ଜିଲ୍ଲାପାଳ, ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଦେଲେ ଏଭଳି ନିର୍ଦ୍ଦେଶ
2025-08-17 20 Dailymotion
ବ୍ରହ୍ମପୁରର MKCG ମେଡିକାଲ କଲେଜକୁ ଅଚାନକ ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କଲେ ଗଞ୍ଜାମ ଜିଲ୍ଲାପାଳ । ଜରୁରୀକାଳୀନ ଚିକିତ୍ସାରେ ଉନ୍ନତିକରଣ ପାଇଁ ଦେଲେ ନିର୍ଦ୍ଦେଶ ।