ଓଡ଼ିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ନିଷ୍ପତ୍ତି । ଅଗଷ୍ଟ 18ରୁ ଅଣରାଜସ୍ୱ କାର୍ଯ୍ୟ ବନ୍ଦ କରିବେ । କାମରେ ଅଧିକ ଚାପ ରହୁଥିବା ଅଭିଯୋଗ ।