ଓଡ଼ିଆ CISF ଯବାନ ମନୋଜ ବିଶ୍ୱାଳଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିଛି । ମନୋଜଙ୍କୁ ଶେଷ ବିଦାୟ ବେଳେ ସାରା ଗାଁରେ ଶୋକାକୂଳ ପରିବେଶ ।