ନୂତନ ସରକାରଙ୍କ ଚାଷୀ ପଞ୍ଜିକରଣ ନୀତି, ଚାଷୀଙ୍କୁ ସବସିଡି ପଇସାରୁ ବଞ୍ଚିତ କରିବା ଆଦି ଦାବିକୁ ନେଇ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା ।