ହସ୍ପିଟାଲରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାକୁ ଭି.କେ ପାଣ୍ଡିଆନ୍ ବାରଣ କରିବା ପ୍ରସଙ୍ଗକୁ ମିଛ ବୋଲି କହିଲେ, ପିସିସି ସଭାପତି ଭକ୍ତ ଚରଣ ଦାସ।