ପୁରୀରେ ବେଆଇନ ଟ୍ରାଭେଲ ଏଜେନ୍ସି ଉପରେ ଚଢଉ; ଏସପି କହିଲେ ହେବ ବଡ କାର୍ଯ୍ୟାନୁଷ୍ଠାନ
2025-08-19 1 Dailymotion
ବେଆଇନ ଟ୍ରାଭେଲ ଏଜେନ୍ସି ଉପରେ ପୁରୀ ପୋଲିସର ରେଡ । ପର୍ଯ୍ୟଟକଙ୍କୁ ଠକେଇ ଅଭିଯୋଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ବ୍ୟବସାୟିକ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେ ପୁରୀ ଏସପି ।