ପୁରୁଣା ଜିନିଷକୁ ସାଇତି ରଖିବା ସମରଞ୍ଜନ ମହାନ୍ତିଙ୍କ ନିଶା ଓ ପେଶା । ସଂଗ୍ରହ କରିଛନ୍ତି ୨୪୦ରୁ ଊର୍ଦ୍ଧ୍ବ ଦେଶର ମୁଦ୍ରା ଓ ଟଙ୍କା ।