ଅଗ୍ରପୂଜ୍ୟଙ୍କ ପ୍ରସ୍ତୁତି; 100 ମଣ୍ଡପରେ ବିରାଜିବେ ଗଜାନନ, ବାଲେଶ୍ୱରରେ ଫିଲ ହେବ ମୁମ୍ବାଇ ଭାଇବ୍
2025-08-20 82 Dailymotion
ବିରାଜିବେ ବିଘ୍ନନାଶକ । ଏକ ଅହେତୁକ ଆନନ୍ଦରେ ବିଭୋର ଧରା । ସବୁଠି ଉଚ୍ଛ୍ୱାସ..ଉଲ୍ଲାସ..। ଏହି ଉଚ୍ଛ୍ୱାସ, ଉଲ୍ଲାସ କହୁଛି ଆସୁଛନ୍ତି ଅଗ୍ରପୂଜ୍ୟ । ବାଲେଶ୍ୱର ସହରରେ ହେଉଛି ୧୦୦ରୁ ଅଧିକ ମେଢ ।