Surprise Me!

କଟକ SCBରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି, କାଲି ହେବ ଅସ୍ତ୍ରୋପଚାର

2025-08-20 31 Dailymotion

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପତ୍ନୀ କଟକ ଏସସିବି ମେଡିକାଲର ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଛନ୍ତି । ଆସନ୍ତାକାଲି 10.30ରେ ହେବ ଅସ୍ତ୍ରୋପଚାର ।

Buy Now on CodeCanyon